The Ultimate Managed Hosting Platform
ADVERTISEMENT

କୂଅରେ ପଡି ଶିଶୁ କନ୍ୟା ମୃତ

Facebook
Twitter
LinkedIn

ନୟାଗଡ : କୂଅରେ ପଡି ଶିଶୁ କନ୍ୟା ମୃତ । ଘର ନିକଟ କୂଅରେ ପଡି ୨ ବର୍ଷର ଶିଶୁ କନ୍ୟା ମୃତ । ନୂଆଗାଁ ଥାନା ସୋରଡା ଗାଁରେ କୂଅରେ ପଡି ମୃତ । ମୃତକ ଶରଣକୂଳ ଅଙ୍ଗିସିଙ୍ଗି ଗାଁର ପ୍ରଭାତ ନାୟକଙ୍କ କନ୍ୟା ଥିବା ସୂଚନା । ଅଜା ଘରକୁ ବୁଲି ଆସିଥିବା ବେଳେ ଘଟିଛି ଅଘଟଣ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login