The Ultimate Managed Hosting Platform
ADVERTISEMENT

କୂଅ ସଫା ବେଳେ ଅଘଟଣ ; ଦୁହିଁଙ୍କୁ ବଞ୍ଚାଇଲେ ନିଜ ଜୀବନ ଚାଲିଗଲା

Facebook
Twitter
LinkedIn

ଦିଗପହଣ୍ଡି: ଗଣିଆ ନାଳ ଗାଁରେ କୂଅ ସଫା ବେଳେ ଅଘଟଣ । ଜଣଙ୍କର ଚାଲିଗଲା ଜୀବନ । ଅଣ ନିଶ୍ୱାସୀ ୨ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯାଇ ଉଦ୍ଧାରକାରୀଙ୍କର ଚାଲିଗଲା ଜୀବନ । ଅଗ୍ନିଶମ ବାହିନୀ ପହଁଚି କୂଅ ଭିତରୁ ସମସ୍ତଙ୍କୁ ଉଦ୍ଧାର କଲେ । ଉଦ୍ଧାରକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଚିକିତ୍ସାଧୀନ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login