ନୂଆଦିଲ୍ଲୀ : ଦିଲ୍ଲୀରେ ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ପ୍ରଭାବିତ ଆଶଙ୍କା । ଟ୍ରାଭେଲ ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ । ଉତ୍ତର ଓ ପୂର୍ବ ଭାରତରେ କୁହୁଡି ପାଇଁ ଏୟାର ଇଣ୍ଡିଆ ଆଡଭାଇଜରୀ । ଉତ୍ତର ଓ ପୂର୍ବ ଭାରତରେ ଥିବା ବିମାନବନ୍ଦର ପ୍୍ରଭାବିତ ସମ୍ଭାବନା । ବିମାନ ବିଳମ୍ବିତ ହେବାର ସମ୍ଭାବନା ରହିଛି । ଆଗୁଆ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଯାତ୍ରା ପୂର୍ବରୁ ଏୟାର ଇଣ୍ଡିଆ ୱେବସାଇଟରେ ଚେକ କରିପାରିବେ ଯାତ୍ରୀ ।
Views: 52











