The Ultimate Managed Hosting Platform
ADVERTISEMENT

କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ

Facebook
Twitter
LinkedIn

ନୂଆଦିଲ୍ଲୀ : ଜୁନିଅର କୁସ୍ତିଯୋଦ୍ଧା ସାଗର ଧନଖଡ଼ଙ୍କ ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଜାମିନ ଦେଇଛନ୍ତି । ସୁଶୀଲ କୁମାରଙ୍କୁ ହାଇକୋର୍ଟ ୫୦ ଟଙ୍କାର ବଣ୍ଡରେ ଜାମିନ ଦେଇଛନ୍ତି । ସୁଶୀଲ କୁମାରଙ୍କୁ ୨୦୨୧ ମଇରେ ହତ୍ୟା ମାମଲାରେ ଗିରଫ କରାଯାଇଥିଲା ।
ଏହାପୂର୍ବରୁ ଜୁଲାଇ ୨୦୨୩ରେ ସୁଶୀଲଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା । ଦିଲ୍ଲୀର ରୋହିଣୀ କୋର୍ଟ ଜାମିନ ଦେଇ କହିଥିଲେ କି, ୭ ଦିନର ଜାମିନ ଅବଧିରେ ତାଙ୍କ ସହିତ ଦୁଇଜଣ ସୁରକ୍ଷାକର୍ମୀ ୨୪ ଘଣ୍ଟା ରହିବେ । ଏହି ଜାମିନ ୨୩ ଜୁଲାଇରୁ ୩୦ ଜୁଲାଇ ପର୍ୟ୍ୟନ୍ତ ମିଳିଥିଲା । ଏଥିପାଇଁ ୧ ଲକ୍ଷ ଟଙ୍କାର ନିଜ ମୁଚଲିକା ଦେବାକୁ ପଡିଥିଲା । ଏହି ସମୟରେ ସୁଶୀଲ ସାକ୍ଷୀଙ୍କୁ ନ ଧମକାଇବା ଏବଂ ପ୍ରମାଣ ନଷ୍ଟ ନ କରିବା ପାଇଁ କହିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login