The Ultimate Managed Hosting Platform
ADVERTISEMENT

କୁଲୁରେ ଭୂସ୍ଖଳନ, ୫ ଜଣ ନିଖୋଜ

Facebook
Twitter
LinkedIn

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲୁରେ ପୁଣି ଭୂସ୍ଖଳନ । ଆନି ବିକାଶ ଖଣ୍ଡ ନିରମଣ୍ଡ ପଞ୍ଜାୟତ ଘାଟୁର ଶର୍ମଣୀ ଗାଁରେ ଭୋରୁ ଭୋରୁ ଭୂସ୍ଖଳନ ହୋଇଥିଲା । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ପରିବାରର ୫ ଜଣ ନିଖୋଜ ଅଛନ୍ତି । ଖବର ମୁତାବକ, ଭୂସ୍ଖଳନ ଯୋଗୁଁ ଗୋଟିଏ ପରିବାରର ୫ ଜଣ ନିଖୋଜ ରହିଥିବା ବେଳେ ଘଟଣାସ୍ଥଳରୁ ଜଣଙ୍କର ମ୍ଥଦେହ ଉଦ୍ଧାର ହୋଇଛି । ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି । ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଏବଂ ସତର୍କ ରହିବାକୁ ଅପିଲ୍ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login