ପଟ୍ଟାମୁଣ୍ଡାଇ : କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର । ପେଣ୍ଠପାଳ ନିକଟ ବ୍ରାହ୍ମଣୀ ନଦୀରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଅଳପୁଆ ଗାଁରେ କାଲି ବାସନ ମଜୁଥିବା ବେଳେ ଟାଣି ନେଇଥିଲା କୁମ୍ଭୀର । କିନ୍ତୁ ବହୁ ସମୟ ପରେ ବି ଘରକୁ ଫେରିନଥିଲେ। ତେଣୁ ଘର ଲୋକଙ୍କ ମନରେ ସନ୍ଦେହ ହେବାରୁ ନଦୀ କୂଳକୁ ଯାଇ ଦେଖିଲେ ଯେ ସେ ଆଣିଥିବା ବାଲ୍ଟି ଲୁଗା ଚପଲ ନଦୀ କୂଳରେ ପଡ଼ିରହିଛି କ୍ଷ କିନ୍ତୁ ମହିଳାଙ୍କର କୌଣସି ଖୋଜ ଖବର ନଥିଲା। କୁମ୍ଭୀର ନେଇ ଯାଇଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀ, ପୋଲିସ ପହଞ୍ଚି ଖୋଜାଖୋଜି କରିଥିଲେ ବି ମହିଳାଙ୍କ ପତ୍ତା ମିଳିନି।
Views: 60











