The Ultimate Managed Hosting Platform
ADVERTISEMENT

କୁବେର ପ୍ରଶାନ୍ତ ରାଉତ , ସମ୍ପତି ଯେତେ ଖୋଜିଲେ ସେତେ ମିଳୁଛି

Facebook
Twitter
LinkedIn

ଭୁବନେଶ୍ୱର : କୁବେର ପ୍ରଶାନ୍ତ ରାଉତଙ୍କ ସମ୍ପତ୍ତି ନେଇ ଖୋଳତାଡ ଜାରି । ପୁଣି ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳଙ୍କ ବିପୁଳ ସମ୍ପତ୍ତି ଠାବ । ଆଉ ୩ଟି ପ୍ଲଟ ଠାବ କଲା ଭିଜିଲାନ୍ସ । ଭଦ୍ରକରେ ୨ଟି ଭୁବନେଶ୍ୱରରେ ଗୋଟିଏ ବେନାମୀ ପ୍ଲଟ । ୬ଟି ବେନାମୀ ଆକାଉଣ୍ଟରେ ରହିଛି ୧ କୋଟି ୨୦ ଲକ୍ଷ ।
ପୂର୍ବରୁ ମଧ୍ୟ ପ୍ରଶାନ୍ତ ରାଉତଙ୍କ ଘର ସହ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଆୟଠାରୁ ଅଧିକ ସମ୍ପତ୍ତିଥିବାରୁ ଗିରଫ ହୋଇଥିଲେ କୁବେର ପ୍ରଶାନ୍ତ ରାଉତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login