The Ultimate Managed Hosting Platform
ADVERTISEMENT

କୁଖ୍ୟାତ ଅପରାଧି ହୁଣ୍ଡକୁ ଏନକାଉଣ୍ଟର !

Facebook
Twitter
LinkedIn

ଢେଙ୍କାନାଳ : କୁଖ୍ୟାତ ଅପରାଧି ହୁଣ୍ଡକୁ ପୋଲିସର ଏନକାଉଣ୍ଟର । ସଦର ଥାନା ମଙ୍ଗଳପୁରରେ ଗୋଡାଇ ଗୋଡାଇ ଫାୟାରିଂ । ହୁଣ୍ଡର ଡାହାଣ ଗୋଡରେ ଗୁଳି ବାଜିଛି । ତାକୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି ।
ଗତକାଲି ରାତିରେ ହତ୍ୟା ଯୋଜନା କରିଥିଲା ହୁଣ୍ଡ । ସୂଚନା ପାଇ ପୋଲିସ ତାକୁ ଗୋଡାଇଥିଲା । ପୋଲିସ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ ବେଳେ ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି । କାମାକ୍ଷାନଗରରେ ସକ୍ରିୟ ଥିବା କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗର ଏ ହେଉଛି ଏକ ମୁଖ୍ୟ ସଦସ୍ୟ । ହୁଣ୍ଡ ନାଁରେ ହତ୍ୟା, ଡକାୟତି, ଲୁଟ୍ ଭଳି ଅନେକ ମାମଲା ରହିଛି । କୁଖ୍ୟାତ ଅପରାଧୀ ରାକେଶ ନାଥର ଏ ହେଉଛି ମୁଖ୍ୟ ସହଯୋଗୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

ADVERTISEMENT

Login