The Ultimate Managed Hosting Platform
ADVERTISEMENT

କିରାଣିଙ୍କ ଘରେ ଭିଜିଲାନ୍ସ

Facebook
Twitter
LinkedIn

ବାଲେଶ୍ୱର : ଭିଜିଲାନ୍ସ ଜାଲରେ ଡିଇଓ ଅ୍ଫିସର କନିଷ୍ଠ କିରାଣି । କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ । ବାଲେଶ୍ୱରର ୬ଟି ସ୍ଥାନରେ ଏକକାଳୀନ ରେଡ । ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଏହି ରେଡ । ବାଲେଶ୍ୱର ଅଙ୍ଗାରଗାଡିଆରେ ରହିଛି ତିନି ମହଲା ଘର । ବାଲେଶ୍ୱର ସେରଗଡରେ ମାର୍କେଟ କମ୍ପ୍ଲେକ୍ସ ଓ ଖନ୍ତପଡାରେ ଥିବା ପୈତୃକ ଘରେ ଚାଲିଛି ରେଡ । ଜିଲ୍ଲାପାଳ କାର୍ଯ୍ୟାଳୟରେ ପରିସରରେ ଥିବା କାର୍ଯ୍ୟାଳୟରେ ପଞ୍ଝୀ ମାରିଛି ଭିଜିଲାନ୍ସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login