ଭୁବନେଶ୍ୱର : କିଟ ଛାତ୍ରୀ ପ୍ରକୃତି ଲାମସାଲଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର । ଏମସରେ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବିଳମ୍ବିତ ରାତିରେ ହସ୍ତାନ୍ତର ପରେ ନେପାଳ ନେଇଗଲେ ପରିବାର ଲୋକ ।
ଅନ୍ୟପଟେ କିଟ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ତୀବ୍ର ହେଉଛି ଆନେ୍ଦାଳନ । ଅନଶନରେ ବସିଥିବା ନବ ନିର୍ମାଣ ଛାତ୍ର ସଂଗଠନକୁ ଭେଟିଲେ ପ୍ରତିଷ୍ଠାତା । ଅନଶନକାରୀଙ୍କ ସହ ଆଲୋଚନା କଲେ ଦାବିପତ୍ର ନେଲେ ଅଚ୍ୟୁତ ସାମନ୍ତ । କିଟ ପ୍ରସଙ୍ଗରେ ଗଣମାଧ୍ୟମକୁ କୈାଣସି ପ୍ରତିକ୍ରିୟା ଦେଲେନି ।
Views: 19