The Ultimate Managed Hosting Platform
ADVERTISEMENT

କିଟର ଆଉ ୩ ଜଣଙ୍କୁ ନୋଟିସ

Facebook
Twitter
LinkedIn

ଭୁବନେଶ୍ୱର : କିଟ ଛାତ୍ରୀ ମୃତ୍ୟୁ ଘଟଣାରେ ଆଉ ୩ ଜଣଙ୍କୁ ହାଜର ହେବାକୁ ନୋଟିସ । ଉଚ୍ଚ ସ୍ତରୀୟ କମିଟି ଆଗରେ ହାଜର ହେବାକୁ ନୋଟିସ । କିଟର ୩ ଜଣ କର୍ତ୍ତୁପକ୍ଷଙ୍କ ସହ ୩ ଛାତ୍ରଙ୍କୁ ହାଜର ନିଦେ୍ର୍ଦଶ । ଚନା ଅନୁସାରେ, ଏହି ଘଟଣାର ବାସ୍ତବିକତାକୁ ପରଖି ଘଟଣାର ସତ୍ୟତାରେ ପହଞ୍ଚିବାକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ, ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗର ଆୟୁକ୍ତ-ତଥା-ଶାସନ ସଚିବଙ୍କୁ ସଦସ୍ୟ ଭାବରେ ନିଆଯାଇ ତା ଫେବ୍ରୁଆରୀ ୧୮ତାରିଖରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ହୋଇଛି। ଗତ ୧୮ ତାରିଖ ସନ୍ଧ୍ୟା ୭ଟାରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଏବଂ ସ୍ଵତନ୍ତ୍ର ଶାସନ ସଚିବ କିଟ କ୍ୟାମ୍ପସର ହଷ୍ଟେଲ ପରିଦର୍ଶନ କରି ନେପାଳର ଛାତ୍ରଛାତ୍ରୀମାନଙ୍କୁ ଫେରିବା ପାଇଁ କିଟ କର୍ତ୍ତୃପକ୍ଷଙ୍କ ଦ୍ବାରା ନିଆଯାଇଥିବା କାର୍ୟ୍ୟାନୁଷ୍ଠାନର ସମୀକ୍ଷା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login