The Ultimate Managed Hosting Platform
ADVERTISEMENT

କିଏ ହେବେ କାନାଡା ପ୍ରଧାନମନ୍ତ୍ରୀ ?ଦୈାଡରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଅନୀତା

Facebook
Twitter
LinkedIn

ନୂଆଦିଲ୍ଲୀ : ଲିବରାଲ ପାର୍ଟି ନେତା ଏବଂ ପ୍ରଧାନମନ୍ତ୍ରୀ ପଦବୀରୁ ଟ୍ରୁଡୋ ଇସ୍ତଫା ଦେବା ପରେ କାନାଡା ରାଜନୀତିରେ ହଲଚଲ ସୃଷ୍ଟି ହେବା ସହିତ ଏବେ ନୂଆ ନେତା କିଏ ହେବ ତାହାକୁ ନେଇ ତର୍ଜମା ଚାଲିଛି। ଏହି ସ୍ଥାନ ଭାରତୀୟ ବଂଶୋଦ୍ଭବ ସୁନୀତା ଆନନ୍ଦ ନେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ନୂଆ ନେତା ନିର୍ବାଚିତ ହେବା ଯାଏଁ କାନାଡା ସଂସଦ ମୁଲତବୀ ରହିବ। ତେଣୁ ଯଥାଶୀଘ୍ର ନେତା ନିର୍ବାଚିତ କରିବାକୁ ସାଂସଦମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ବର୍ତ୍ତମାନ କାନାଡାର ପରିବହନ ମନ୍ତ୍ରୀ ରହିଥିବା ସୁନୀତାଙ୍କୁ ଟ୍ରୁଡୋଙ୍କ ସ୍ଥାନ ଦେବାକୁ ସର୍ବାଧିକ ସାଂସଦ ସହମତ ରହିଥିବା କୁହାଯାଇଛି। ସୁନୀତା ଗତ ପାଞ୍ଚ ବର୍ଷ ଭିତରେ ପରିବହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ବ୍ୟତୀତ ପ୍ରତିରକ୍ଷା ଏବଂ ଅର୍ଥ ବିଭାଗରେ କାର୍ୟ୍ୟ କରି ସୁନାମ ଅଜୋନ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login