The Ultimate Managed Hosting Platform
ADVERTISEMENT

କାଲିଠୁ ବିଜେପିର ଗାଁ ଚାଲ ଅଭିଯାନ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରତିଷ୍ଠା ଦିବସରେ ଆସନ୍ତାକାଲିଠୁ ବିଜେପିର ସ୍ୱତନ୍ତ୍ର ଅଭିଯାନ । ଗାଁକୁ ଗାଁ , ଘର ଘର ଚାଲ ଅଭିଯାନ ଡାକରା ଦେଲା ବିଜେପି । କାଲିଠୁ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ଯାଏଁ ଚାଲିବ ଅଭିଯାନ । ୯ ଦିନ ଧରି ଓବିସି ମୋର୍ଚ୍ଚା ପଦଯାତ୍ରା । ଜନଜାଗରଣ ଯାତ୍ରା କରିବ ବିଜେପି । ଏଥି ସହ ୨ ମାସ ଧରି ବ୍ଲକରୁ ଜିଲ୍ଲା ସ୍ତର ଯାଏଁ ଚାଲିବ ପ୍ରତିବାଦ । ପ୍ରେସମିଟରେ ବିଜେପି ଓବିସି ମୋର୍ଟ୍ଟା ସଭାପତିଙ୍କ ସୂଚନା । ଓବିସିଙ୍କୁ ରାଜ୍ୟ ସରକାର ଅବହେଳା କରିଥିବା ଅଭିଯୋଗ କଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login