The Ultimate Managed Hosting Platform
ADVERTISEMENT

କାଲିଠୁ ବନକର୍ମଚାରୀଙ୍କ ଆନେ୍ଦାଳନ

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତାକାଲିଠୁ ବନକର୍ମଚାରୀଙ୍କ ପ୍ରତୀକ ଆନେ୍ଦାଳନ ଡାକରା । ବନକର୍ମଚାରୀଙ୍କୁ ହତ୍ୟା ଘଟଣାର ପ୍ରତିବାହ ପାଇଁ ସଂଘର ନିଷ୍ପତ୍ତି । ଡ୍ୟୁଟିରେ ରହି ପାଟ୍ରୋଲିଂ ନ କରି ପ୍ରତୀକ ଆନେ୍ଦାଳନ କରିବୁ କହିଲେ । ୫ ଦଫା ଦାବି ନେଇ ଜୁଲାଇ ୮ ପର୍ଯ୍ୟନ୍ତ ପ୍ରତୀକ ଆନେ୍ଦାଳନ ନିଷ୍ପତ୍ତି । ଦାବି ପୂରଣ ନ ହେଲେ ୧୦ରୁ ଲୋୟର ପିଏମଜିରେ ସମୂହ ଆନେ୍ଦାଳନ । ପ୍ରେସମିଟରେ ଓଡିଶା ଅଣଗେଜେଟେଡ୍ ବନସେବା ସଂଘର ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login