The Ultimate Managed Hosting Platform
ADVERTISEMENT

କାଲି ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା-ଜିଲ୍ଲାପାଳ

Facebook
Twitter
LinkedIn

ସମ୍ବଲପୁର : ହନୁମାନ ଜୟନ୍ତୀରେ କାଲି ସମ୍ବଲପୁରରେ ବାହାରିବ ଶୋଭାଯାତ୍ରା । ବିଭିନ୍ନ କମିଟି ସହ ବୈଠକ ପରେ ସୂଚନା ଦେଲେ ଜିଲ୍ଲାପାଳ । ସନ୍ଧ୍ୟା ୭ଟାରୁ ସହରର ବିଭିନ୍ନ ସ୍ଥାନରୁ ବାହାରିବ ଶୋଭାଯାତ୍ରା । ବିଭିନ୍ନ କମିଟି ସହ ଆଲୋଚନା ସଫଳ ହୋଇଛି କହିଲେ ଜିଲ୍ଲାପାଳ । ସମସ୍ତେ ସହଯୋଗ କରିବେ କହିଛନ୍ତି । ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଛିା

ସମ୍ବଲପୁର ଜିଲ୍ଲାରେ ଇଣ୍ଟରନଟେ ସେବା ବନ୍ଦ , ୧୪୪ ଧାରା ଜାରୀ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login