ନୂଆଦିଲ୍ଲୀ : କାଲି ରାତି ୮ଟା ଭିତରେ ଯାତ୍ରୀଙ୍କୁ ଟଙ୍କା ଫେରାଇବାକୁ ଇଣ୍ଡିଗୋକୁ ନିଦେ୍ର୍ଦଶ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିଦେ୍ର୍ଦଶ । ପ୍ରଭାବିତ ଯାତ୍ରୀ ମାନଙ୍କୁ ରି-ସିଡ୍ୟୁଲିଂ ଚାର୍ଜ ଲଗାଇବା ମନା । ଅମାନ୍ୟ କଲେ ନିୟାମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଚେତାବନୀ । ଡେଡିକେଟେଡ ଯାତ୍ରୀ ସହାୟତା ଓ ରିଫଣ୍ଡ ସେଲ ଖୋଲିବାକୁ ମଧ୍ୟ ନିଦେ୍ର୍ଦଶ । ବ୍ୟାଗେଜକୁ ୪୮ ଘଣ୍ଟା ମଧ୍ୟରେ ଚିହ୍ନଟ କରି ଘରକୁ ଡେଲିଭରି ନିଦେ୍ର୍ଦଶ । ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ଜରୁରୀକାଳୀନ ଯାତ୍ରୀଙ୍କୁ ସ୍ୱତନ୍ତ୍ର ଧ୍ୟାନ ପରାମର୍ଶ ।
Views: 63











