The Ultimate Managed Hosting Platform
ADVERTISEMENT

କାଲି ପ୍ରାଣ ପ୍ରତିଷ୍ଠା : ପ୍ରସ୍ତୁତି ଚୂଡାନ୍ତ

Facebook
Twitter
LinkedIn

ଅଯୋଧ୍ୟା : କାଲି ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ଆଜି ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହର ହେବ ମହାପୂଜା। ରାମଲାଲାଙ୍କ ବିଗ୍ରହର କରାଯିବ ଦିବ୍ୟସ୍ନାନ। ରାମୟଣର ବର୍ଣ୍ଣନା ଅନୁସାରେ ରାମ ବନବାସରୁ ଫେରିବା ପରେ ଯେଉଁ ଉତ୍ସାହ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା । ଏବେ ଅଯୋଧ୍ୟା ସମେତ ସାରା ଦେଶରେ ରାମଙ୍କ ଆଗମନକୁ ନେଇ ସେଭଳି ଉତ୍ସାହ ଦେଖିବାକୁ ମିଳୁଛି । କେବଳ ରାମ ମନ୍ଦିର ନୁହେଁ, ସୂର୍ୟ୍ୟ ପଥ, ଲତାମଙ୍ଗେସ୍କର ଚୌକରେ ସୁଦୃଶ୍ୟ ଆଲୋକମାଳାର ସଜ୍ଜୀକରଣ ସମସ୍ତଙ୍କ ମନ ମୋହୁୁଛି । ଏହାଛଡା ସନ୍ଧ୍ୟାରେ ଲେଜର ଲାଇଟ ସୋ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ମନ୍ଦିର ପ୍ରତିଷ୍ଠାକୁ ମାତ୍ର ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁଙ୍କୁ ସୁଅ ଅଯୋଧ୍ୟାକୁ ଛୁଟୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login