The Ultimate Managed Hosting Platform
ADVERTISEMENT

କାର୍ଯ୍ୟରେ ଅବହେଳା ପାଇଁ ୫ ପୋଲିସ ସସପେଣ୍ଡ

Facebook
Twitter
LinkedIn

ବାଲେଶ୍ୱର : ଜଣେ ହାବିଲଦାର, ୪ କନଷ୍ଟେବଳ ନିଲମ୍ବିତ । କାର୍ଯ୍ୟ ସମ୍ପାଦନରେ ଅବହେଳା ଅଭିଯୋଗରେ ଆକ୍ସନ । ୫ ପୋଲିସ ବାବୁଙ୍କୁ ନିଲମ୍ବନ କଲେ ବାଲେଶ୍ୱର ଏସପି । ଜିଲ୍ଲାପାଳଙ୍କ ଆବାସିକ ଅଫିସରେ କାର୍ଯ୍ୟରତ ଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗାର୍ଡ ରୁମରେ ଭୋଜିଭାତ ଆସର ଜମିଥିଲ । ଘଟଣା ସଂପର୍କରେ ଜିଲ୍ଲାପାଳ ଖବର ପାଇବା ପରେ ଯାଞ୍ଚ କରିଥିଲେ । ରୁମରୁ ମଦ ବୋତଲ, ଗ୍ୟାସ ସିଲିଣ୍ଡର, ଖାଦ୍ୟପଦାର୍ଥ ଆଦି ମିଳିଥିଲା । ଏସପିଙ୍କୁ ଅବଗତ କରିବା ପରେ ନିଲମ୍ବିତ କରାଯାଇଛି । ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ନିଲମ୍ବିତ ହୋଇଥିବା ହାବିଲଦାର କିଛି ନକରି ଭୋଗିଥିବା କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦି ସରକାରଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦି ସରକାରଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ : କେନ୍ଦ୍ରରେ ମୋଦି ସରକାରଙ୍କ ୧୧ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା । ପୁରୀ ନୀଳାଦ୍ରି ବିଚ୍ ପରିସରରେ ୬ଫୁଟର ଏକ ସୁନ୍ଦର ବାଲୁକା କଳା ନିର୍ମାଣ...

ADVERTISEMENT

Login