The Ultimate Managed Hosting Platform
ADVERTISEMENT

କାର୍ ଭିତରେ ନାବାଳିକାକୁ ଦୁଷ୍କର୍ମ କରି ରାସ୍ତା କଡରେ ଫିଙ୍ଗି ପଳେଇଲେ ଦୁର୍ବୃତ୍ତ

Facebook
Twitter
LinkedIn


ଭୁବନେଶ୍ୱର : କାର୍ ଭିତରେ ନାବାଳିକାକୁ ଦୁଷ୍କର୍ମ କରି ରାସ୍ତା କଡରେ ଫିଙ୍ଗି ଚାଲିଯାଇଛନ୍ତି ଦୁର୍ବୃତ୍ତ । ଭୁବନେଶ୍ୱର ମଞ୍ଚେଶ୍ୱର ପେଟ୍ରୋଲ୍ ଟାଙ୍କି ନିକଟରୁ ନାବାଳିକାକୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି ପିସିଆର୍ । ନାବାଳିକାର ପରିଚୟ ମିଳିପାରିନାହିଁ । ଏବଂ ପୋଲିସ୍ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login