The Ultimate Managed Hosting Platform
ADVERTISEMENT

କାଠଯୋଡିରେ ୨ ନାବାଳକ ନିଖୋଜ

Facebook
Twitter
LinkedIn

କଟକ : ଖାନନଗର ନିକଟରେ କାଠ ଯୋଡିରେ ୨ ନାବାଳକ ନିଖୋଜ । କାଠ ଯୋଡି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନିଖୋଜ । ନିଖୋଜ ୨ ନାବାଳକ ଭଗତପୁର ଅଂଚଳର ହୋଇଥିବା ସୂଚନା । ନିଖୋଜଙ୍କୁ ଖୋଜିବାରେ ଲାଗିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । ତେବେ ସାହିର ବୟସ୍କ ଲୋକ ପହଞ୍ଚିବା ପୂର୍ବରୁ ନଦୀ ପଠାରେ ପହଞ୍ଚିଥିଲେ ଦୁଇ ବାଳକ । ନଦୀ ପଠାରେ ବଲ ଖେଳିଥିଲେ । ଏହାପରେ ଗାଧୋଇବା ବେଳେ ଜଣେ ବାଳକ ବୁଡି ଯାଇଥିଲା । ତାକୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ମଧ୍ୟ ବୁଡ଼ିଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login