ବାଲିଗୁଡା : କଳିଙ୍ଗା ଘାଟିରେ ଧାନ ବୋଝେଇ ଟ୍ରକ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଗଞ୍ଜାମ ଯିବା ବେଳେ ଭାରସାମା ହରାଇ ଡିଭାଇଡରରେ ପିଟି ହୋଇ ଭାଙ୍ଗିଲା ଟ୍ରକ । ଭେଇକିଲ ସେନସର ଲାଗିଥିବା ବୁଲାଣି ଘାଟି ରାସ୍ତାରେ ଘଟିଲା ଦୁର୍ଘଟଣା । ୩ ଜଣ ଗୁରୁତର ହୋଇଥିବା ବେଳେ ଜି.ଉଦୟଗିରି ଓ ଟିକାବାଲି ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି ।
Views: 67











