The Ultimate Managed Hosting Platform
ADVERTISEMENT

କଲେଜ କୋଠାରେ ଧକ୍କା ହୋଇ ବିମାନରେ ଲାଗିଲା ନିଆଁ

Facebook
Twitter
LinkedIn

ନୂଆଦିଲ୍ଲୀ : ବାଂଲାଦେଶରେ କ୍ରାସ୍ ହେଲା ଏୟାରଫୋର୍ସର ଏୟାରକ୍ରାଫ୍ଟ । ରାଜଧାନୀ ଢାକା ନିକଟରେ ଏୟାରକ୍ରାଫ୍ଟ ଏଫ୍-୭ କ୍ରାସ୍ ହୋଇଛି । ବାଂଲାଦେଶର ରାଜଧାନୀ ଢାକାରେ ଏୟାରଫୋର୍ସର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏକ କଲେଜ୍ କ୍ୟାମ୍ପସରେ ଖସିପଡ଼ିଥିଲା । ରିପୋର୍ଟ ଅନୁଯାୟୀ ଦିନ ପ୍ରାୟ ୧.୩୦ ମିନିଟ୍ ସମୟରେ ଏୟାରକ୍ରାଫ୍ଟଟି କଲେଜ କୋଠା ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁର୍ଘଟଣା ପରେ ତୁରନ୍ତ କଲେଜ କ୍ୟାମ୍ପସରେ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login