The Ultimate Managed Hosting Platform
ADVERTISEMENT

କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ, ଭୟଭୀତ ସ୍ଥାନୀୟ ଲୋକ

Facebook
Twitter
LinkedIn

କରଞ୍ଜିଆ : କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ । ପୃଥକ ପୃଥକ ସ୍ଥାନରେ ବୁଲୁଛନ୍ତି ୭୪ ହାତୀ । ଡାଟୋ ଜଙ୍ଗଲ ନିକଟରେ ୨୬ ଟିକିଆ ହାତୀପଲ ବୁଲୁଛନ୍ତି । ସ୍ଥାନୀୟ ଅଞ୍ଚଳବାସୀ ହାତୀ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଫସଲ ନଷ୍ଟ କରିବା ସହ ପାଚିଲା ଧାନ ଦଳି ଚକଟି ଦେଉଛନ୍ତି ହାତୀ ପଲ । ହାତୀ ଆକ୍ରମଣରେ ଭୟରେ ରାତି ଅନିଦ୍ରା ହୋଇ ଘର ସାମ୍ନାରେ ନିଆଁ ଜାଳି ଜଗି ରହୁଛନ୍ତି ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login