କଟକ : ଲୋଗୋ ଅସଲି , ଜିନିଷ ନକଲି । କଟକରେ ପୁଣି ନକଲି ଘିଅ କାରଖାନା ଠାବ । ନକଲି କାରଖାନା ଚାଲୁଥିବା ଖବର ପାଇ କଟକ ସିଏମସି ପକ୍ଷରୁ ଚଢଉ କରାଯାଇଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ଘିଅ ଓ ତିଆରି ସାମଗ୍ରୀ ଜବତ କରାଯାଇଛି । ବିଭିନ୍ନ ନାମୀ, ଦାମୀ କମ୍ପାନୀର ନକଲି ଘିଅ, ଖାଲି ପ୍ୟାକେଟ ଓ ଡବା ଜବତ ହୋଇଛି। ନମୁନା ସଂଗ୍ରହ ସହ କମ୍ପାନୀକୁ ସିଲ୍ କରି ସିଏମସି ପକ୍ଷରୁ ତଦନ୍ତ ଜାରି ରହିଛି।
Views: 56











