The Ultimate Managed Hosting Platform
ADVERTISEMENT

କଟକରେ ଜଳିଗଲା ଦ୍ୱିମହଲା ଘର, ୨ ଗୁରୁତର

Facebook
Twitter
LinkedIn

କଟକ : ଦ୍ୱିମହଲା କୋଠାରେ ନିଆଁ ଲାଗି ଯୁବକ, ଯୁବତୀ ଗୁରୁତର । ନିଆଁରେ ପୋଡି ହୋଇ ୨ ଗୁରୁତର । ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘରର ସମସ୍ତ ଆସବାବପତ୍ର ସହ କାର ଓ ୨ଟି ବାଇକ ଜଳିଗଲା । ଅଳ୍ପକେ ବର୍ତ୍ତିଲେ ଅନ୍ୟମାନେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡରେ ଗ୍ୟାରଜରେ ଥିବା କାର୍ ଓ ୨ଟି ବାଇକ୍ ସହ ଜଳିଗଲା ଆସବାବପତ୍ର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login