The Ultimate Managed Hosting Platform
ADVERTISEMENT

କଟକଣା ମାନୁ ନାହାନ୍ତି ମତ୍ସ୍ୟଜୀବୀ !

Facebook
Twitter
LinkedIn

ପାରାଦୀପ : ପାରାଦୀପ ମହାନଦୀ ମୁହାଣରୁ ୭ ମତ୍ସ୍ୟଜୀବୀ ଉଦ୍ଧାର ଘଟଣା । ସରକାରଙ୍କ ସତର୍କ ସୂଚନା ମାନିବାକୁ ମତ୍ସ୍ୟଜୀବୀଙ୍କୁ ଏସଆରସିଙ୍କ ଅପିଲ । ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକଙ୍କୁ ଅପିଲ କଲେ ଏସଆରସି । ପାଣିପାଗ ସୂଚନା ଅନୁସାରେ ୨୪ ଘଣ୍ଟା ସମୁଦ୍ର ବାରଣ ହୋଇଥିଲା । ନିଦେ୍ର୍ଦଶନାମା ଅନୁପାଳନ ନେଇ ୬ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ହୋଇଥିଲା । କଟକଣା ସତ୍ତ୍ୱେ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ପ୍ରବେଶ କରୁଛନ୍ତି । ଯେଉଁମାନେ ଅବମାନନା କରୁଛନ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login