The Ultimate Managed Hosting Platform
ADVERTISEMENT

କଚାଡି ମାରିଲା ହାତୀ

Facebook
Twitter
LinkedIn

ସୁନ୍ଦରଗଡ : ଚାଷ ଜମିକୁ ଗଲା ବେଳେ ହାତୀ କଚାଡି ମାରିଲା । ବଡଗାଁ ରେଞ୍ଜ ଗରଡବାହାଲ ଗାଁର ଜଣଙ୍କୁ ହାତୀ ମାରି ଦେଲା । ମହାବିରୋଡ ରେଞ୍ଜ ଗଡପଳାଶୁଣି ପଞ୍ଚାୟତ ନାଗେଶ୍ବର ଗାଁର ଦୟାନିଧି ସିଂ । ଗରଡବାହାଲ ଗାଁର ହିରାଲାଲ ଧାନ ବିଲକୁ ସୁରକ୍ଷା ଦେବାକୁ ଯାଇଥିବା ବେଳେ ଦଳି ଦେଇଥିଲା ହାତୀ । କିଛି ଦିନ ହେବ ୩୦ଟିକିଆ ହାତୀପଲ ଏହି ଅଞ୍ଚଳରେ ଆତଙ୍କ ମଚାଇଛନ୍ତି । ତେବେ ବନ ବିଭାଗ ମୃତଦେହକୁ ଉଦ୍ଧାର କରିବା ସହ ହାତୀଙ୍କୁ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ସେହିପରି ନାଗେଶ୍ବର ଗାଁର ଦୟାନିଧି ସିଂ ବିଳମ୍ବିତ ରାତିରେ ଘର ବାହାରେ ଛିଡା ହୋଇଥିବା ବେଳେ ଆକ୍ରମଣ କରିଥିଲା ହାତୀ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀ ଘଉଡାଇବା ପାଇଁ ବନବିଭାଗକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login