The Ultimate Managed Hosting Platform
ADVERTISEMENT

କଙ୍ଗୋ ବିମାନ ବନ୍ଦରରେ ଅଘଟଣ , ଅବତରଣ ସମୟରେ ଲାଗିଲା ନିଆଁ

Facebook
Twitter
LinkedIn

କଙ୍ଗୋ : କଙ୍ଗୋ ବିମାନବନ୍ଦରର ଏକ ଭିଡିଓ ବର୍ତ୍ତମାନ ଖୁବ୍ ଜୋରରେ ଭାଇରଲ ହେଉଛି । ରନୱେରେ ଅବତରଣ କରିବା ସମୟରେ ବିମାନରେ ଅଗ୍ନିକାଣ୍ଡ ଘଟିଛି । ଯାହା ଭାଇରଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଥିରେ କଙ୍ଗୋର ଜଣେ ସରକାରୀ ମନ୍ତ୍ରୀଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ସମୟରେ ଦେଶର ଖଣି ମନ୍ତ୍ରୀ ଲୁଇସ ୱାଟମ୍ କାବାମ୍ବା ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳୀ ବିମାନରେ ଥିଲେ । ନିଆଁ ଲାଗିଥିବା ବିମାନଟି ଏରୋଜେଟ୍ ଆଙ୍ଗୋଲା ଦ୍ବାରା ପରିଚାଳିତ ଥିଲା । ନିଆଁ ଲାଗିବା ମାତ୍ରେ ତୁରନ୍ତ ପାଣି ପାଇପ୍ ସାହାଯ୍ୟରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login