The Ultimate Managed Hosting Platform
ADVERTISEMENT

କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Facebook
Twitter
LinkedIn

ମାଲକାନଗିରି : ଝୁଲନ୍ତା ଅବସ୍ଥାରେ କଏଦୀଙ୍କ ମୃତଦେହ ଉଦ୍ଧାର । ଉପକାରାଗାର ପାଇଖାନା ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ମାଲକାନଗିରି ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ କଏଦୀ ଏମପିଭି-୩୭ର ବିଧାନ ମିର୍ଦ୍ଧା ବୋଲି ସୂଚନା ମିଳିଛି । ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ବିଧାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login