ଭୁବନେଶ୍ୱର : କଇଁଛଙ୍କ ଅଣ୍ଡାଦାନ ସମୟରେ ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷଣ । ଡିଆରଡିଓ କଲାମ ଦ୍ୱିପରୁ ବନ୍ଦ ରହିବ କ୍ଷେପଣାସ୍ତ୍ରର ପରୀକ୍ଷଣ । ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗର ପଦକ୍ଷେପ । ଏ ନେଇ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦଙ୍କ ସୂଚନା । ରୁଷିକୂଲ୍ୟା, ଗହୀରମଥାରେ ୬୬ କ୍ୟାମ୍ପ କରାଯିବ । ୧୦ଟି ସ୍ପ୍ିଡ ବୋଟ୍ ଓ ଟ୍ରଲର ନିୟୋଜିତ କରାଯିବ । ନଭେମ୍ବର ୩୧ରୁ ମେ ୧ ପର୍ଯ୍ୟନ୍ତ ମାଛ ମାରିବା ଉପରେ କଟକଣା ।
Views: 104











