The Ultimate Managed Hosting Platform
ADVERTISEMENT

କଂଗ୍ରେସରେ ମିଶିଲେ ୪ ପୂର୍ବତନ ପ୍ରଶାସକ

Facebook
Twitter
LinkedIn

ଭୁବନେଶ୍ୱର : କଂଗ୍ରେସରେ ମିଶିଲେ ୪ ପୂର୍ବତନ ପ୍ରଶାସନିକ ଅଧିକାରୀ । କଂଗ୍ରେସରେ ମିଶିଲେ ପୂର୍ବତନ ଆଇଏଏସ ଅଧିକାରୀ ପଞ୍ଚାନନ ଦାସ । ପୂର୍ବତନ ଆଇଏଏସ ଅଧିକାରୀ ବିଶ୍ୱନାଥ ଆଚାର୍ଯ୍ୟ ସାମିଲ । ହାତ ଧରିଲେ ପୂର୍ବତନ ଓଏଏସ ରବୀନ୍ଦ୍ର ମିଶ୍ର ଓ ଉଦ୍ଧବ କର । ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ଉପସ୍ଥିତିରେ ସାମିଲ । ଶୃଙ୍ଖଳା କମିଟି ଅଧକ୍ଷ , ଜୟପୁର ବିଧାୟକଙ୍କ ଉପସ୍ଥିତିରେ ମିଶିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login