The Ultimate Managed Hosting Platform
ADVERTISEMENT

କଂଗ୍ରେସର ମଣ୍ଡି ଚାଲ ଅଭିଯାନ

Facebook
Twitter
LinkedIn

ଭୁବନେଶ୍ୱର : କାଲିଠୁ କିଷାନ କଂଗ୍ରେସ ପକ୍ଷରୁ ମଣ୍ଡି ଚାଲ ଅଭିଯାନ । ୧ମ ପର୍ଯ୍ୟାୟରେ କାଲିଠୁ ଜାନୁଆରୀ ୧୩ ଯାଏଁ ଚାଲିବ ଅଭିଯାନ । ୭ ଦଫା ଦାବିରେ ସବୁ ମଣ୍ଡିରୁ ଯିବ କିଷାନ କଂଗ୍ରେସ । ଧାନର ଏମଏସପି ବୃଦ୍ଧି ଓ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୬୦୦ ବୋନସ ଦାବି । ଫସଲ କ୍ଷତିଗ୍ରସ୍ତଙ୍କୁ ଏକର ପିଛା ୨୫ ହଜାର କ୍ଷତିପୂରଣ ପ୍ରଦାନ ଦାବି । କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ଲଘୁଚାପଜନିତ ବର୍ଷାଦ୍ଵାରା ରଙ୍ଗବିହୀନ ହୋଇଥିବା ସବୁଧାନକୁ କ୍ରୟ, ପ୍ରତି ମଣ୍ଡିରେ ସିସି କ୍ୟାମେରା ସଂଯୋଗ ଓ ଧାନ ଉଠାଇବା ବ୍ୟତୀତ ମିଲରକୁ ମଣ୍ଡି ନିଷେଧ କରିବାକୁ ଦାବି କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login