The Ultimate Managed Hosting Platform
ADVERTISEMENT

କଂଗ୍ରେସର ଆଉ ସ୍ଥିତି ନାହିଁ –ମନୋଜ ମହାପାତ୍ର

Facebook
Twitter
LinkedIn

ଭୁବନେଶ୍ୱର : କଂଗ୍ରେସର ଆନେ୍ଦାଳନକୁ ବିଜେପି ମୁଖପାତ୍ର ମନୋଜ ମହାପାତ୍ରଙ୍କ ଟାର୍ଗେଟ । କଂଗ୍ରେସର ଆଉ ସ୍ଥିତି ନାହିଁ , ଗଣମାଧ୍ୟମରେ ରହିବା ପାଇଁ ଆନେ୍ଦାଳନ । ଦଳ ବଞ୍ଚିଛି ବୋଲି ଏହା ଏକ ଟୋକନ ପ୍ରୋଗ୍ରାମ । ଯେଉଁଠି ଜିତିଲେ ସେଇଠି ରାହୁଲ ଗାନ୍ଧୀଙ୍କ ଭୋଟ । ଯେଉଁଠି ହାରିଲେ ସେଠି ଭୋଟ ଚୋରି ହୋଇଛି ବୋଲି କହୁଛି କଂଗ୍ରେସ । ଭୋଟ ଚୋରିକୁ ନେଇ କଂଗ୍ରେସର ପ୍ରତିବାଦ ଜଗତେ କେବଳ ଜନେ ହସିବେ ।
ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ବିଜେଡି ଦଳୀୟ ସଙ୍କଟ ଦେଇ ଗତି କରୁଛି। ଦଳକୁ ବଞ୍ଚେଇବା ପାଇଁ ବିଜେଡ଼ି ପଦଯାତ୍ରା ଆଯୋଜନ କରିଛି। ସବୁ ପଦଯାତ୍ରାରେ ପତାକା ଦେଖାନ୍ତି ନବୀନ ପଟ୍ଟନାୟକ। ହେଲେ ଆଜି କୁଆଡେ ଗଲେ ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ବିଜେଡ଼ି ଶାସନରେ ବେକାରୀ, ଅପରାଧ, ଶିଶୁ ମୃତ୍ୟୁ ହାରରେ ଏକ ନମ୍ବର ଥିଲା ଓଡ଼ିଶା। ପଦଯାତ୍ରାରେ ବିଜେଡ଼ି ଲୋକଙ୍କୁ ସୁଭଦ୍ରା, ଇନପୁଟ ସବସିଡି, ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେଇ ପାରିଲେନି ବୋଲି କହୁ ବୋଲି ସେ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login