The Ultimate Managed Hosting Platform
ADVERTISEMENT

କଂଗ୍ରେସ ପାର୍ଟି ଅଫିସ ପୋଡିଦେଲେ ଦୁର୍ବୁତ୍ତ

Facebook
Twitter
LinkedIn

ପିପିଲି : ପୁଣି ନିର୍ବାଚନୀ ହିଂସା । ପିପିଲିରେ ନିର୍ବାଚନି ହିଂସା। ପିପିଲି ଘଇଉ ୭ ନମ୍ବର ୱାର୍ଡରେ କଂଗ୍ରେସ ପାର୍ଟି ଅଫିସକୁ ପୋଡିଦେଲେ ଦୁର୍ବୁତ୍ତ । ସୂଚନା ଅନୁଯାୟୀ, ରବିବାର ରାତି ୩ ଟାରେ କଂଗ୍ରେସ ପାର୍ଟି ଅଫିସକୁ କେହି ଦୁର୍ବୁତ୍ତ ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରାର୍ଥୀ ଙ୍କ ଭାଇ । କଂଗ୍ରେସର ଲୋକପ୍ରିୟତାକୁ ସହି ନପାରି କେହି ଏଭଳି କାଣ୍ଡ ଘଟାଇଥିବା ସେ ଅଭିଯୋଗ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଗୁଜୁରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ ; ମୋଟ ୨୫ ମନ୍ତ୍ରୀ ନେଲେ ଶପଥ, ୬ ପୁରୁଣା ଚେହେରା

ଗୁଜୁରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ ; ମୋଟ ୨୫ ମନ୍ତ୍ରୀ ନେଲେ ଶପଥ, ୬ ପୁରୁଣା ଚେହେରା

ଗୁଜୁରାଟ : ଗୁଜୁରାଟରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ । ନୂଆ ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଉଛନ୍ତି ରାଜ୍ୟପାଳ । ଆଜି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ...

ADVERTISEMENT
ପୋଲିସ SI ପରୀକ୍ଷା ସ୍କାମ ; ଆଉ ୪ ଗିରଫ , ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ

ପୋଲିସ SI ପରୀକ୍ଷା ସ୍କାମ ; ଆଉ ୪ ଗିରଫ , ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ

ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ ଖୁଲାସା । ମୋଷ୍ଟ ୱାଣ୍ଟେଡ ଦଲାଲ ମୁନ୍ନା ମହାନ୍ତି , ଜଣେ ମହିଳା...

Login