ଭୁବନେଶ୍ୱର : ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ବାସଭବନରେ ରେଡ ଚାଲିଛି । ଅନ୍ୟ ୩ଟି ସ୍ଥାନରେ ମଧ୍ୟ ଚାଲିଛି ଇଡି ରେଡ । କେଉଁ ପ୍ରସଙ୍ଗରେ ରେଡ ହେଉଛି ଜଣାପଡିନାହିଁ । ରେଡ ନେଇ ନିରଞ୍ଜନ ପଟ୍ଟନାୟଙ୍କ କୈାଣସି ପ୍ରତିକ୍ରିୟା ମିଳିନାହିଁ ।
Views: 37