ନୂଆଦିଲ୍ଲୀ : ଟ୍ରମ୍ପଙ୍କ ୧୦୦% ଔଷଧ ଶୁଳ୍କ ଘୋଷଣା । ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା । ଆମେରିକାକୁ ରପ୍ତାନି ହେଉଥିବା ଯେ କୌଣସି ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ । ତେବେ ଆମେରିକାରେ ଉତ୍ପାଦନ କାରଖାନା ନିର୍ମାଣ ଆରମ୍ଭ କରିଥିବା କମ୍ପାନୀମାନଙ୍କୁ ଏହି ଶୁଳ୍କରୁ ଛାଡ଼ କରାଯାଇଛି । ଆମେରିକାକୁ ରପ୍ତାନି ହେଉଥିବା ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ଶତ ପ୍ରତିଶତ ଶୁଳ୍କ ଲାଗୁ ଦ୍ବାରା ଭାରତୀୟ ଔଷଧ ଉଦ୍ୟୋଗ ବିଶେଷକରି ପ୍ରଭାବିତ ହେବା ଆଶଙ୍କା ରହିଛି । କାରଣ ଆମେରିକାକୁ ଭାରତ ପ୍ରତିବର୍ଷ ପ୍ରାୟ ୮୩,୦୦୦ କୋଟି ଟଙ୍କାର ଔଷଧ ରପ୍ତାନି କରିଥାଏ । ୧୦୦% ଶୁଳ୍କ ଲାଗୁ ହେଲେ ଭାରତରୁ ଆମେରିକାକୁ ଯାଉଥିବା ଜେନେରିକ ଔଷଧର ଦର ବହୁତ ବଢ଼ିଯିବ । ଆମେରିକା ବଜାରରେ ଦର ବଢ଼ିବାରୁ ଅନ୍ୟ ଦେଶ ୟୁରୋପ୍, ଲାଟିନ୍ ଆମେରିକାର ଯୋଗାଣକାରୀ ଲାଭ କରିପାରନ୍ତି । ଟ୍ରମ୍ପ ଏହି ଶୁଳ୍କକୁ ଆମେରିକୀୟ ଔଷଧ ଶିଳ୍ପକୁ ସୁରକ୍ଷା ଏବଂ “ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ବୋଲି ବର୍ଣ୍ଣନା କରିଛନ୍ତି । ଭାରତ World Trade Organization (WTO) ମାଧ୍ୟମରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଚ୍ୟାଲେଞ୍ଜ୍ କରିପାରେ ।
ଔଷଧ ଉପରେ ୧୦୦% ଶୁଳ୍କ ଲଗାଇବେ ଟ୍ରମ୍ପ, ପହିଲାରୁ ଲାଗୁ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







