The Ultimate Managed Hosting Platform
ADVERTISEMENT

ଓଲଟି ପଡିଲା ବସ, ୨୦ ଆହତ

Facebook
Twitter
LinkedIn

ବଣାଇ : ବିଦୁ୍ୟତ ଖୁଣ୍ଟକୁ ପିଟି ଓଲଟିଲା ଓଏସଆରଟିସି ବସ । ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି । ଲହୁଣିପଡା ଥାନା ମୁଚୁରିନାଳ ନିକଟରେ ରାସ୍ତାକୁ ଓଲଟିଲା ବସ । ଆହତ ଯାତ୍ରୀଙ୍କୁ ରାଉରକେଲା ସ୍ଥାନାନ୍ତର ହୋଇଥିବା ସୂଚନା । ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ପୁରୀ ଅଭିମୁଖେ ଆସୁଥିଲା ବସ୍ । ଗତକାଲି ରାତି ପ୍ରାୟ ୧୨ଟା୩୦ ସମୟରେ ମୁଚରନାଳୀ ଗାଁ ନିକଟରେ ୩୩ କେଭି ତାର ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିପଡ଼ିଥିଲା । ପୋଲିସ ଘଟଣାସ୍ଥଳରେ ଅନ୍ୟ ଯାତ୍ରୀଙ୍କୁ ଅଲଗା ବସରେ ପଠାଇ ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

ADVERTISEMENT

Login