The Ultimate Managed Hosting Platform
ADVERTISEMENT

ଓମଫେଡ ଗାଡି ଦୁର୍ଘଟଣା, ଜଣେ ଗୁରୁତର

Facebook
Twitter
LinkedIn

କଟକ : ତେଲେଙ୍ଗାପେଣ୍ଠ ଛକରେ ଓମଫେଡ ଗାଡି ଦୁର୍ଘଟଣାଗ୍ରସ୍ତ । ପ୍ରବଳ ,କୁହୁଡି ଯୋଗୁଁ ହାଇବ୍ୱାକୁ ପଛରୁ ପିଟିଲା କ୍ଷୀର ଗାଡି । ଗୁରୁତର ଅବସ୍ଥାରେ ଓମଫେଡ ଗାଡିର ହେଲପରକୁ କଟକ ସ୍ଥାନାନ୍ତର । ନରାଜ କ୍ଷୀର ପ୍ଲାଣ୍ଟରୁ ନଖରା ଅଭିମୁଖେ ଯାଉଥିଲା ଓମଫେଡ ଗାଡି । ଘଟଣା ସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ଗାଡ଼ିର ସମ୍ମୁଖ ଭାଗ କାଟି ଚାଳକ ଓ ହେଲପରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login