The Ultimate Managed Hosting Platform
ADVERTISEMENT

ଓଡିଶାରେ ବାଘ ସଂଖ୍ୟା କମିଲା

Facebook
Twitter
LinkedIn

ଭୁବନେଶ୍ୱର : ଓଡିଶାରେ ବାଘସଂଖ୍ୟା ୨୦କୁ କମିଲା । ୨୦୧୮ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ୨୮ ଥିଲା । ତେବେ , ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ଭାରତ ସରକାରଙ୍କ ରିପୋର୍ଟ । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ଦେଶର ଶ୍ରେଷ୍ଠ ପରିଚାଳିତ ୧୨ଟି ପରିଚାଳିତ ବାଘ ଅଭୟାରଣ୍ୟ ମଧ୍ୟରେ ଶିମିଳିପାଳ ଅନ୍ୟତମ ବୋଲି କୁହାଯାଇଛି। ଏଥିପାଇଁ ଶିମିଳିପାଳରେ କାର୍ୟ୍ୟରତ ଆଗ ଧାଡିର ବନ କର୍ମଚାରୀଙ୍କ ଭୂମିକା ପ୍ରଶଂସନୀୟ ବୋଲି କୁହାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login