The Ultimate Managed Hosting Platform
ADVERTISEMENT

ଓଡିଶାରୁ ଯାଉଛି ବିଷ- ମାନେକା ଗାନ୍ଧୀ

Facebook
Twitter
LinkedIn

ଭୁବନେଶ୍ୱର : ଓଡିଶା ବନ ବିଭାଗ ଉପରେ ବର୍ଷିଲେ ମାନେକା ଗାନ୍ଧି । ବିଜେପି ସାଂସଦ ତଥା ପିପୁଲ ଫର ଆନିମଲ ପ୍ରତିଷ୍ଠାତା ହେଉଛନ୍ତି ମାନେକା । ରେଭ ପାର୍ଟିରେ ସାପ ବିଷ ପ୍ରସଙ୍ଗରେ ମାନେକାଙ୍କ ପ୍ରତିକ୍ରିୟା । ସାରା ଭାରତରେ ଏଭଳି ସାପ ବିଷ କାରବାର ଦେଖିବାକୁ ମିଳୁଛି । ଓଡିଶାରେ ବି ବ୍ୟାପକ ଭାବେ ସାପ ବିଷ କାରବାର ହେଉଛି । ଓଡିଶାରୁ ସାପ ବିଷ ବାହାରକୁ ଚାଲାଣ ହେଉଥିବା ସୂଚନା । ଓଡିଶା ବନ ବିଭାଗ ପୂରା ଫେଲ , କିଛି କରୁନି । ନା ହାତୀ ପାଇଁ ନା ସାପ ପାଇଁ ବନ ବିଭାଗ କିଛି କରୁନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login