The Ultimate Managed Hosting Platform
ADVERTISEMENT

ଓଡିଶା ହେବ ଆଇଟି ହବ : ଅଶ୍ୱିନୀ

Facebook
Twitter
LinkedIn

ଭୁବନେଶ୍ୱର : ଆୟୁଷ୍ମାନ ପାଇଁ ଏମଓୟୁ ବେଳେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା । ଓଡିଶାରେ ଆଇଟି ପ୍ରଫେସନାଲଙ୍କର ଅଭାବ ନାହିଁ । ଓଡିଶାକୁ ଆଗାମୀ ଦିନରେ ଏକ ବଡ ଆଇଟି ହବ କରିବା ଲକ୍ଷ୍ୟ । ଏ ନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା ହୋଇଛି । ଓଡିଶାକୁ ସେମିକଣ୍ଡକ୍ଟର ୟୁନିଟ୍ ଆଣିବାର ଲକ୍ଷ୍ୟ ରଖାଯାଇଛି । ସେମିକଣ୍ଡକ୍ଟର ଶିକ୍ଷା ପାଇଁ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଛି । ଆହୁରି ୫ଟି କଲେଜ ସାମିଲ କରିବାର ସୁଯୋଗ ଅଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡିଶାରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ବିକାଶ ଜାରି ରହିଛି । ବର୍ତ୍ତମାନ ୭୩ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login