ଭୁବନେଶ୍ୱର : ଓଡିଶା ପୋଲିସର ଇସ୍ପେକ୍ଟର ସ୍ତରରେ ବଡ ଧରଣର ବଦଳି । ବଦଳିଲେ ୨୦୮ ପୋଲିସ ଇନସ୍ପେକ୍ଟର । ବଦଳି ହୋଇଥିବା ପୋଲିସ ଅଧିକାରୀମାନେ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇବେ । ଏହାସହ କିଛି ଅଧିକାରୀ କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ, ଜିଆରପି , ଗୁଇନ୍ଦା ବିଭାଗ ଓ ଅନୁଗୁଳ ପୋଲିସ ଟ୍ରେନିଂ ସ୍କୁଲରେ ନିଯୁକ୍ତି ପାଇବେ । ଏହାସହ କମିଶନରେଟ ପୋଲିସର ୨୫ଜଣଙ୍କୁ ବିଦା କରାଯାଇଛି ।
Views: 40