ଭୁବନେଶ୍ୱର : ଓଡିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ । କ୍ୟାମେରା ଟ୍ରାପରେ କଏଦ ହେଲେ କଳା ରଙ୍ଗର କଲରା ପତରିଆ ବାଘ । କଲରା ପତରିଆ ବାଘ ମିଳିଥିବା ଟୁଇଟ କଲେ ପିସିସିଏଫ । ରାଜ୍ୟରେ ଚାଲିଥିବା ବାଘ ଗଣନା ବେଳେ ଦେଖିବାକୁ ମିଳିଲା । କେନ୍ଦ୍ରୀୟ ଓଡିଶାର ଏକ ନିର୍ଦ୍ଧଷ୍ଟ ଅଞ୍ଚଳରେ ଦେଖାଯାଇଥିବା ସୂଚନା । ଓଡ଼ିଶା ଜଙ୍ଗଲରେ କଳା ବାଘ ଠାବ ହେବାକୁ ସେ ଆଶାତୀତ ଏବଂ ଉତ୍ସହଜନକ ବୋଲି କହିଛନ୍ତି। ପୂର୍ବରୁ ଶିମିଳିପାଳରେ କଳାବାଘ ଠାବ ହୋଇଥିଲା। ବାଘର ବିଭିନ୍ନ ପ୍ରଜାତି ମଧ୍ୟରେ କଳାବାଘ ବିରଳ ପ୍ରଜାତିର।
Views: 78