The Ultimate Managed Hosting Platform
ADVERTISEMENT

ଓଡିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌

Facebook
Twitter
LinkedIn

ଭୁବନେଶ୍ୱର : ଓଡିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । କ୍ଷେତ୍ର ପରିଦର୍ଶନ କରିବ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଉଭୟ ଛତିଶଗଡ ଏବଂ ଓଡିଶା ପରିଦର୍ଶନ କରିବ ଟିମ୍ ଟ୍ରିବ୍ୟୁୁନାଲ । ଏପ୍ରିଲ ୧୭ରୁ ୨୧ ପ ର୍ଯ୍ୟନ୍ତ ଛତିଶଗଡ ଗସ୍ତ କରିବ ଟିମ୍ । ଏପ୍ରିଲ ୨୯ ରୁ ମେ ୩ ପ ର୍ଯ୍ୟନ୍ତ ଓଡିଶା ଗସ୍ତ କରିବ ଟିମ୍ । ଟ୍ରିବ୍ୟୁନାଲ ଶୁଣାଣି ଅବସରରେ କ୍ଷେତ୍ର ପରିଦର୍ଶନ ନିଷ୍ପତ୍ତି ।

ନୂଆପଡାରେ ପୁଣି ବାଘ ଆତଙ୍କ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login