The Ultimate Managed Hosting Platform
ADVERTISEMENT

ଓଡିଆରେ ସିଏପିଏଫ (CAPF)କନଷ୍ଟେବଳ ପରୀକ୍ଷା

Facebook
Twitter
LinkedIn

ଭୁବନେଶ୍ୱର : ସିଏପିଏଫ କନ ଷ୍ଟେବଳ ପାଇଁ ହେବ ଆଞ୍ଚଳିକ ଭାଷାରେ ପରୀକ୍ଷା । ଇଂରାଜୀ ହିନ୍ଦୀ ସହ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ନେଇ ନିଷ୍ପତ୍ତି । ୧୩ଟି ଆଞ୍ଚଳିକ ଭାଷା ମଧ୍ୟରେ ଓଡିଆ ଭାଷା ବି ରହିଛି । ଆସାମୀ , ବେଙ୍ଗଲୀ, ଗୁଜୁରାଟୀ , ମରାଠୀ ଓ ମାଲାୟାଲମରେ ହେବ ପରୀକ୍ଷା । କନ୍ନଡ, ତାମିଲ, ତେଲୁଗୁ, ଓଡିଆ, ଉର୍ଦ୍ଦୁ , ପଞ୍ଜାବୀ, ମଣିପୁରୀ, କୋଙ୍କଣୀରେ ପରୀକ୍ଷା ହେବ । ୧୩ ଆଞ୍ଚଳିକ ଭାଷାରେ ପରୀକ୍ଷା ନେଇ ଗୃହ ମନ୍ତ୍ରାଳୟର ନିଷ୍ପତ୍ତି । ଏହି ସବୁ ପରୀକ୍ଷା ୨୦୨୪ ଜାନୁଆରୀ ପହିଲାଠାରୁ ଆରମ୍ଭ ହେବ । ସିଏପିଏଫ ଜେନେରାଲ ଡ୍୍ୟୁଟି କନ ଷ୍ଟେବଳ ପରୀକ୍ଷା ଏସଏସସି କରିଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login