ଭୁବନେଶ୍ୱର : ପ୍ରକାଶ ପାଇଲା ଓଡିଶା ସିଭିଲ୍ ସର୍ଭିସ ରେଜଲ୍ଟ । ସୁଦେବ କୁମାର ପୃଷ୍ଟି ଓଏଏସ ଟପ୍ପର । ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ, ପ୍ରଣବ ରଂଜନସାହୁ ତୃତୀୟ , ଚତୁର୍ଥ-ବୈଶାଖୀ ଲେଙ୍କା, ପଞ୍ଚମ ଶ୍ୱେତଲିନା ମାହାନା , ଷଷ୍ଠ-ଅଗ୍ନିଜା ଶିବଦତ୍ତା , ସପ୍ତମ ସନ୍ତୋଷ କୁମାର ପାତ୍ର , ଅଷ୍ଟମ-ମୀମାଂସା , ନବମ-ବିନ୍ଦୁ ବଳୟ ରାଉତରାୟ, ଦଶମ –ସୈାମ୍ୟରଂଜନ ମହାପାତ୍ର । ୨୦୨୧-୨୨ର ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ୫ ମହିଳା । ପରୀକ୍ଷାରେ ମୋଟ ୪୩୨ ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି ।
Views: 110