The Ultimate Managed Hosting Platform
ADVERTISEMENT

ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

Facebook
Twitter
LinkedIn

କଟକ : ଐତିହାସିକ କଟକ ବାଲିଯାତ୍ରା ଉତ୍ସବକୁ ମିଳିଲା ଜାତୀୟ ମାନ୍ୟତା । ଏନେଇ କଟକ ମେୟର ସୁବାଷ ଚନ୍ଦ୍ର ସିଂହ ଓଡିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମଙ୍କୁ ସମସ୍ତଙ୍କ ସମ୍ମୁଖରେ ରଖିଛନ୍ତି । ତତ୍କାଳୀନ ସରକାର ଏହି ଯାତ୍ରାକୁ କିପରି ଜାତୀୟ ମାନ୍ୟତା ମିଳିବ ସେ ନେଇ ୨୦୧୯ରୁ କେନ୍ଦ୍ର ସରକାରଙ୍କ ନିକଟରେ ପତ୍ର ମାଧ୍ୟମରେ ଦୃଢ଼ ଦାବି ଉପସ୍ଥାପନ କରିବା ସହିତ ଏହାକୁ ଭବ୍ୟ ଆକାରରେ ଆୟୋଜନ କରିଥିଲେ । ଏହି ଉତ୍ସବକୁ ରାଜ୍ୟ ସ୍ତରୀୟ ଉତ୍ସବର ମାନ୍ୟତା ଦେଇଥିଲେ । ସିଏମସି ସହଯୋଗରେ ଜିଲ୍ଲା ପ୍ରଶାସନ ଯାତ୍ରାକୁ ୧୦ ଏକରରୁ ବଢ଼ାଇ ୩୬ ଏକର ଜମିରେ ଆୟୋଜନ କରିଥିଲେ । ଦୁଇ ହଜାର ପିଲାଙ୍କୁ ନେଇ ଡଙ୍ଗା ତିଆରି କରାଯାଇ ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡ ହାସଲ କଲା । ବାର୍ଲିରେ ଥାଇ ପ୍ରଧାନମନ୍ତ୍ରୀ ଏହି ଉତ୍ସବର ନା ନେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ; ୭ ମହଲାରୁ ଡେଇଁଲେ ବାପା , ୨ ଶିଶୁଙ୍କର ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ : ଦିଲ୍ଲୀରେ ୭ ମହଲା କୋଠାରୁ ଡେଇଁ ବାପା ସହ ୨ ଶିଶୁ ମୃତ । ଦିଲ୍ଲୀ ଦ୍ୱାରକା ଅଞ୍ଚଳର ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ଡେଇଁ...

ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୪୦ କରୋନା ପଜିଟିଭ୍‌

ଦେଶରେ ହୁ ହୁଁ ହୋଇ ବଢୁଛି କରୋନା, ଗତ ୨୪ ଘଣ୍ଟାରେ ୩୨୪ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଆକ୍ଟିଭ କେସ୍ ୬୮୧୫ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ...

ADVERTISEMENT
ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ଦ୍ୱାରକା ଅଞ୍ଚଳରେ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଆପାର୍ଟମେଣ୍ଟର ୮ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ୮ଟି ଅଗ୍ନିଶମ ଟିମ୍ ଦ୍ୱାରା...

Login