ନୂଆଦିଲ୍ଲୀ : ଏୟାରପୋର୍ଟରେ ବ୍ୟାଗ୍ ଖୋଲିଦେଲେ ମହିଳା । ଆଉ ମହିଳାଙ୍କ ବ୍ୟାଗରୁ କିଛି ଏମିତି ଜିନିଷ ବାହାରିଲା ଆପଣ ଦେଖିଲେ ନିଶ୍ଚିତ ଭୟ କରିବେ । ଚେନ୍ନାଇ ଏୟାରପୋର୍ଟରେ ମହିଳା ଜଣକ ଚେକିଂ ପାଇଁ ବ୍ୟାଗ୍ ଖୋଲିଦେଲା ବେଳକୁ ସେଥିରୁ ୨୨ଟି ସାପ ବାହାରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି । ଆଉ ସେହି ମହିଳାଙ୍କୁ ପୋଲିସ ଗିରଫ କରିଛି ।ଶୁକ୍ରବାର ଦିନ ଚେନ୍ନାଇ ଏୟାରପୋର୍ଟରେ କଷ୍ଟମ ବିଭାଗର ଅଧିକାରୀ ମାଲେସିଆରୁ ଆସିଥିବା ଜଣେ ମହିଳାଙ୍କ ବ୍ୟାଗ୍ ଖୋଲିଥିଲେ । ମହିଳା ଜଣକ ଏକ ପ୍ଲାଷ୍ଟିକ ବ୍ୟାଗରେ ଏହାକୁ ଭର୍ତ୍ତି କରି ଆଣିଥିଲେ ।ସାପଗୁଡିକ ଚଟାଣରେ ଚାରିଆଡେ ବୁଲିବାକୁ ଲାଗିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ବିମାନ ବନ୍ଦରରେ କଷ୍ଟମ ବିଭାଗ ଦ୍ୱାରା ଶୁକ୍ରବାର ଦିନ ଫ୍ଲାଇଟ ନଂ ୧୧୩ କ୍ୱାଲାଲମ୍ପୁରରୁ ଆସିଥିବା ଜଣେ ମହିଳାଙ୍କୁ କଷ୍ଟମ ବିଭାଗ ଅଧିକାରୀ ଅଟକାଇଥିଲେ । ତାଙ୍କ ଜିନିଷ ଯାଞ୍ଚ କରିବା ସମୟରେ ତାଙ୍କ ବ୍ୟାଗରୁ ୨୨ଟି ସାପ ଏବଂ ଏକ ଏଣ୍ଡୁଅ ମିଳିଥିଲା । ସୀମା ଶୁଳ୍କ ଅଧିନିୟମ ୧୯୬୨ ଅନୁସାରେ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁଯାୟୀ ଏଗୁଡିକୁ ଜବତ କରାଯିବା ପରେ ମହିଳାଙ୍କୁ ଗିରଫ କରାଯାଇଥିଲା ।
ଏୟାରପୋର୍ଟରେ ମହିଳା ଖୋଳିଦେଲେ ବ୍ୟାଗ୍, ବାହାରିଲା ୨୨ଟି ସାପ

Facebook
Twitter
LinkedIn
Facebook
Twitter
LinkedIn
Recent News
କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ । ସଂସଦରେ ମନ୍ତ୍ରୀ ରଖିଥିବା ତଥ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନାଁ ନାହିଁ...
ପୁଣି ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ : ପୁଣି ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ଜୟପୁରରୁ ମୁମ୍ବାଇ ଅଭିମୁଖେ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଉଡ଼ାଣର ୧୮...
ଅଶ୍ଲୀଳ ଆପ ଉପରେ ସରକାରଙ୍କ ରୋକ ,୨୫ ଟି OTT ପ୍ଲାଟଫର୍ମ ବ୍ୟାନ୍
ନୂଆଦିଲ୍ଲୀ : ଅଶ୍ଳୀଳ ଆପ୍ ଉପରେ ସରକାରଙ୍କ ବଡ଼ ପ୍ରତିବନ୍ଧକ । ALTT, ULLY, Desiflix, Bigshots ସମେତ ୨୫ ଟି OTT ପ୍ଲାଟଫର୍ମକୁ ବ୍ୟାନ୍ କଲେ...
ମଣିପୁରରେ ରାଷ୍ଟ୍ରପତି ଶାସନ ୬ ମାସ ବୃଦ୍ଧି
ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟସଭାରୁ ମଣିପୁରରେ ରାଷ୍ଟ୍ରପତି ଶାସନକୁ ୬ମାସ ପାଇଁ ବଢାଇ ଦିଆଯାଇଛି । ଏହି ଶାସନ ଅଗଷ୍ଟ ୧୩,...