The Ultimate Managed Hosting Platform
ADVERTISEMENT

ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା ; ସୂର୍ଯ୍ୟକୁମାର ଯାଦବ ଅଧିନାୟକ

Facebook
Twitter
LinkedIn

ନୂଆଦିଲ୍ଲୀ : ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା ।ସୂର୍ଯ୍ୟକୁମାର ଯଦାବଙ୍କ ଅଧିନାୟକତ୍ୱରେ ଦଳ ଘୋଷଣା । ଟେଷ୍ଟ ଅଧିନାୟକ ଶୁବମନ ଗିଲଙ୍କୁ ଉପଅଧିନାୟକ ଦାୟିତ୍ୱ । ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା , ଶିବମ ଦୁବେ , ଜିତେଶ ଶର୍ମା , ଯଶପ୍ରୀତ ବୁମରା , ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ , ସଞ୍ଜୁ ସାମସନ, ହର୍ଷିତ ରାଣା , ରିଙ୍କୁ ସିଂଙ୍କୁ ଦଳରେ ସାମିଲ । ସେହିପରି ଶ୍ରେୟାସ ଆୟର ଆଉ ଯଶସ୍ୱୀ ଜୟସ୍ୱାଲଙ୍କୁ ଟିମରେ ସ୍ଥାନ ମିଳିନାହିଁ । ଅଭିଷେକ ଶର୍ମାଙ୍କୁ ଦଳରେ ସୁଯୋଗ ମିଳିଥିବାରୁ ସେ ଶୁବମନ ଗିଲଙ୍କ ସହ ଓପନିଂ ଦାୟିତ୍ୱ ସମ୍ଭାଳି ପାରନ୍ତି । ସେହିପରି ଓ୍ବିକେଟ କିପର ଭାବେ ଜିତେଶ ଶର୍ମା ଓ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...

Login