The Ultimate Managed Hosting Platform
ADVERTISEMENT

ଏସସିବି ନ୍ୟୁ ମେଡିସିନ ୱାର୍ଡରେ ଚାଲୁନି ଲିଫ୍ଟ

Facebook
Twitter
LinkedIn

କଟକ : ଏସସିବିର ନ୍ୟୁ ମେଡିସିନ ୱାର୍ଡରେ ଚାଲୁନି ଲିପ୍ଟ । ହନ୍ତସନ୍ତ ହେଉଛନ୍ତି ରୋଗୀ । ଦୀର୍ଘ ଦିନ ଧରି ଅଚଳ ପଡ଼ିଛି ଏହି ଲିପ୍ଟ । ଗୁରୁତର ରୋଗୀଙ୍କୁ ଷ୍ଟେଚରେ ସିଡିରେ ବିପଦପ୍ରୂ୍ଣ୍ଣ ଭାବେ ନିଆଯାଉଛି । ଡାକ୍ତର ଓ ଷ୍ଟାଫଙ୍କ ପାଇଁ ଥିବା ଛୋଟ ଲିପ୍ଟରେ ଷ୍ଟେଚରରୁ ଓହ୍ଲାଇ ଟେକି ଟେକି ନିଆଯାଉଥିବା ଦେଖିବାକୁ ମିଳିଛି । ଏମ୍ସ ପ୍ଲସ ହେବାକୁ ଥିବା ଏସସିବିର ନ୍ୟୁ ମେଡିସିନ ୱାର୍ଡରେ ଦୀର୍ଘ ଦିନ ଧରି ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟ ମଧ୍ୟରେ ତ୍ରୀବ ଅସନ୍ତୋଷ ଦେଖିବାକୁ ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login